Black Eagle Books
Sahitya: Seema Seematita
Product Code:
9781645604952
ISBN13:
9781645604952
Condition:
New
$19.30
Sahitya: Seema Seematita
$19.30
'ସାହିତ୍ୟ ସୀମା ଓ ସୀମାତୀତ' ପୁସ୍ତକର ପରିକଳ୍ପନା ଓଡ଼ିଆ ସାହିତ୍ୟରେ ସମ୍ପୂର୍ଣ୍ଣ ନୂତନ । ଯାହା କିଛି ରହିଛି ଜ୍ଞାନର ଦିଗ ଦିଗନ୍ତ ସର୍ବତ୍ର ସାହିତ୍ୟ ଯେ, ବିରାଜିତ ତାହା ପ୍ରମାଣ କରିଦେବାରେ ଏହା ଲେଖକଙ୍କ ଏକ ଅଭିନବ ନିରଭିମାନ ନିବେଦନ । ତେଣୁ ସବୁ ସ୍ତରର ପାଠକ ପାଠିକାଙ୍କ ପାଇଁ ଏହା ଯେ, ନବ-ଚିନ୍ତନର ବିରଳ ଉପାଦାନ ପ୍ରଦାନରେ ପ୍ରଭାବଦୀପ୍ତ, ଏହା ଉପଲବ୍ଧି କରିପାରିବେ ପ୍ରକୃତ ସଜ୍ଜନ । ସେ ଦୃଷ୍ଟିରୁ ଏହାର ବିପୁଳ ଆଦୃତି ଆମେ ଆଶା କରୁଛୁ ।
| Author: Manindra Kumar Meher |
| Publisher: Black Eagle Books |
| Publication Date: Dec 25, 2023 |
| Number of Pages: 168 pages |
| Binding: Paperback or Softback |
| ISBN-10: 1645604950 |
| ISBN-13: 9781645604952 |