Black Eagle Books
Dhundukuda
Product Code:
9781645605270
ISBN13:
9781645605270
Condition:
New
$17.46

Dhundukuda
$17.46
ନରେନ୍ଦ୍ର କୁମାର ଭୋଇଙ୍କ 'ଧୁନ୍ଦୁକୁଡ଼ା' ସମକାଳୀନ ଓଡ଼ିଆ କାବ୍ୟ ସାହିତ୍ୟରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ଭାଷା ଓ ପ୍ରକାଶଭଙ୍ଗୀର ପରିଚ୍ଛନ୍ନତା, ତୀକ୍ଷ୍ଣ ଚିତ୍ରକଳ୍ପ ସହିତ ଆଜିର ମଣିଷର ନିଃସଙ୍ଗତା ଓ ଅସହାୟତାର ପରିପ୍ରକାଶ ଏ ସଂକଳନକୁ କରିଛି ସାର୍ଥକ ଓ ସ୍ମରଣୀୟ ।
--- ଗଣେଶ୍ୱର ମିଶ୍ର
ପ୍ରାକ୍ତନ ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ
Author: Narendra Kumar Bhoi |
Publisher: Black Eagle Books |
Publication Date: Mar 03, 2024 |
Number of Pages: 96 pages |
Binding: Paperback or Softback |
ISBN-10: 1645605272 |
ISBN-13: 9781645605270 |