Skip to main content

Black Eagle Books

Andha Mahumachhi

No reviews yet
Product Code: 9781645605300
ISBN13: 9781645605300
Condition: New
$17.46

Andha Mahumachhi

$17.46
 

ସୌଭାଗ୍ୟ କୁମାର ମିଶ୍ର (୧୯୪୧) ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା କ୍ଷେତ୍ରରେ ଜଣେ ବହୁ ପରିଚିତ ପ୍ରୟୋଗବାଦୀ କବି । ତାଙ୍କ କବିତାରେ ଆଧୁନିକ ସମସ୍ୟାବହୁଳ ସାମାଜିକ ଜୀବନର ଅସହାୟତା, ଆଶଙ୍କା, ଦ୍ୱନ୍ଦ୍ୱ ଓ ସଂଘର୍ଷର ଚିତ୍ର ଉତ୍]କୀର୍ଣ୍ଣ । ରୋମାଣ୍ଟିକ୍]ଧର୍ମୀ, ଭାବପ୍ରବଣତା, ବିଚ୍ଛିନ୍ନତାବୋଧ, ମୃତ୍ୟୁ ସମ୍ପର୍କୀୟ ଦାର୍ଶନିକ ଅବବୋଧ ଓ ଈଶ୍ୱରଚେତନା ତାଙ୍କ କବିତାର ମୁଖ୍ୟସ୍ୱର । ଭାଷା ପ୍ରୟୋଗରେ ପରିମିତତା ଏବଂ ବସ୍ତୁ ଉପସ୍ଥାପନାରେ ନାଟକୀୟତା ତାଙ୍କ କବିତାରେ ପ୍ରାଧାନ୍ୟ ଲାଭ କରିଛି । କବିତାରେ ମିଥ୍], ପ୍ରତୀକ ଓ ଚିତ୍ରକଳ୍ପ ବ୍ୟବହାରରେ ଓ ଅନ୍ୟାନ୍ୟ ଆଙ୍ଗିକଗତ ପରୀକ୍ଷା-ନିରୀକ୍ଷାରେ ସେ ବହୁ ସଫଳତାର ଅଧିକାରୀ । ତାଙ୍କ ପ୍ରକାଶିତ କବିତା ସଂକଳନ ମଧ୍ୟରେ 'ଆତ୍ମନେପଦୀ', 'ମଧ୍ୟପଦଲୋପୀ', 'ନଈ ପହଁରା', 'ଅନ୍ଧ ମହୁମାଛି', 'ବଜ୍ରଯାନ', 'ଦ୍ୱା ସୁପର୍ଣ୍ଣା', 'ମଣିକର୍ଣ୍ଣିକା', 'ଅନ୍ୟତ୍ର', 'ସଚରାଚର', 'ଉଜ୍ଜୟିନୀ' ଆଦି ଉଲ୍ଲେଖଯୋଗ୍ୟ । ସେ 'ଅନ୍ଧ ମହୁମାଛି' ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, 'ଦ୍ୱା ସୁପର୍ଣ୍ଣା' ପାଇଁ ସାହିତ୍ୟ ଅକାଦେମୀ ଓ ଗଙ୍ଗାଧର ଜାତୀୟ ପୁରସ୍କାର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଲାଭ କରିଛନ୍ତି ।




Author: Soubhagya Kumar Misra
Publisher: Black Eagle Books
Publication Date: Mar 06, 2024
Number of Pages: 126 pages
Binding: Paperback or Softback
ISBN-10: 1645605302
ISBN-13: 9781645605300
 

Customer Reviews

This product hasn't received any reviews yet. Be the first to review this product!

Faster Shipping

Delivery in 3-8 days

Easy Returns

14 days returns

Discount upto 30%

Monthly discount on books

Outstanding Customer Service

Support 24 hours a day