Black Eagle Books
Gopapura O Anyanya Kabita
Product Code:
9781645606161
ISBN13:
9781645606161
Condition:
New
$17.46
Gopapura O Anyanya Kabita
$17.46
'ଗୋପପୁର' ଏକ ଚେତନା। ମାୟା ଓ ମାୟୋତ୍ତର, ଦେହ ଓ ଦେହୋତ୍ତର ଚେତନାର ଚିନ୍ମୟ ଚିତ୍ରଶାଳା ହେଉଛି ଗୋପପୁର। ପ୍ରାଚ୍ୟ ଦର୍ଶନରେ ଏହି ଗୋପପୁରକୁ ବିବିଧ ସ୍ତରରେ ଶରୀର ଓ ଶାରୀରିକ ସତ୍ତାସହ ସଂଯୁକ୍ତ କରି ଦେଖାଯାଇଆସିଛି। ଅଳୀକ ଶରୀର ବା ପାର୍ଥିବ, ନଶ୍ୱର ଶରୀର କଥା ଗୋପପୁର ରୂପକ ମାଧ୍ୟମରେ ଅନେକତ୍ର କୁହାଯାଇଥିଲା ବେଳେ ଅନ୍ୟତ୍ର ଏକ ଆତ୍ମିକ ଓ ଆଧ୍ୟାତ୍ମିକ ଉତ୍ତରଣ ବା ଦେହୋତ୍ତର ଉତ୍ତରଣ ଓ ଆତ୍ମ ଅନ୍ୱେଷଣ ଓ ଆତ୍ମୋପଲବ୍?ଧର ମାଧ୍ୟମ ଭାବରେ ଗ୍ରହଣ କରାଯାଇଛି। ତେବେ ସର୍ବୋପରି ଏହି 'ଗୋପପୁର'ର ସଂପର୍କ ମନ, ମସ୍ତିଷ୍କ, ଇନ୍ଦ୍ରିୟ, ଅତୀନ୍ଦ୍ରିୟ ଦେଇ ଚରମ-ପରମ ସତ୍ୟ ଆଡ଼କୁ ନେଇଯାଉଥିବା ଏକ ପ୍ରବାହୀ ଚେତନା ସହ ରହିଛି ବୋଲି କୁହାଯାଇପାରେ।
| Author: Santosh Kumar Nayak |
| Publisher: Black Eagle Books |
| Publication Date: Nov 18, 2024 |
| Number of Pages: 122 pages |
| Binding: Paperback or Softback |
| ISBN-10: 1645606163 |
| ISBN-13: 9781645606161 |