Black Eagle Books
Binapani Mohantynka Nirbachita Galpa
Product Code:
9781645606222
ISBN13:
9781645606222
Condition:
New
$21.14
Binapani Mohantynka Nirbachita Galpa
$21.14
ଜୀବନ ପ୍ରତି ନିବିଡ଼ ଆନ୍ତରିକ ଭାବ ତଥା ମାନବାତ୍ମାର ମଧୁର ଗାନରେ ମୂର୍ଚ୍ଛିତ ବୀଣାପାଣିଙ୍କ କଥାସାହିତ୍ୟ । ଜଣେ ଦରଦୀ ମାନବବାଦୀ କଥାଶିଳ୍ପୀ ଭାବେ ଓନିଆ ସାହିତ୍ୟରେ ବୀଣାପାଣିଙ୍କ ସ୍ଥାନ ସ୍ୱତନ୍ତ୍ର । ନାରୀ ଜୀବନର ସମସ୍ୟା, ନାରୀତ୍ୱର ନିଚ୍ଛକ ଅନୁଭବରେ ରସସିକ୍ତ ପୁଣି ଋଦ୍ଧିମନ୍ତ ହୋଇଛି ତାଙ୍କ ରଚିତ 'ସୀତାର ଶୋଣିତ', 'କୁନ୍ତୀ-କୁନ୍ତଳା-ଶକୁନ୍ତଳା' ଏବଂ 'ମନସ୍ୱିନୀ' ଭଳି ତିନିଗୋଟି ଉପନ୍ୟାସର କଥାବସ୍ତୁ । 'ପାଟଦେଈ'ରୁ 'ପାଚେରୀ ସେପଟନଈ' ପର୍ଯ୍ୟନ୍ତ ପ୍ରଲମ୍ବିତ ବୀଣାପାଣିଙ୍କ ଗଳ୍ପ ଜଗତର ବ୍ୟାପକ ପରିଧି । ପ୍ରଭାବଶାଳୀ ତଥା ମର୍ମାସ୍ପର୍ଶୀ ଆବେଦନରେ ତାଙ୍କ ଗଳ୍ପଗୁଡ଼ିକ ସ୍ୱତନ୍ତ୍ର ଓ ଅନନ୍ୟ ।
| Author: Binapani Mohanty |
| Publisher: Black Eagle Books |
| Publication Date: Nov 29, 2024 |
| Number of Pages: 290 pages |
| Binding: Paperback or Softback |
| ISBN-10: 1645606228 |
| ISBN-13: 9781645606222 |