
StoryMirror Infotech Pvt Ltd
About the Book
'ସୁକୁଟାସନ' ଗାଳ୍ପିକଙ୍କର ସମୁଦାୟ ୧୧ଟି ବ୍ୟଙ୍ଗ ଗଳ୍ପର ସଂକଳନ । ଏହାର ପ୍ରତିଟି ଗଳ୍ପ ନିଆରା ଶୈଳୀରେ ପରିବେଷିତ ହେବା ସହ କାହାଣୀ ପରିକଳ୍ପନାରେ ଗାଳ୍ପିକଙ୍କର ସ୍ଵତନ୍ତ୍ରତା ବାରିହୋଇପଡ଼େ। ସୂଚନାଯୋଗ୍ୟ ଯେ ନିକଟ ଭବିଷ୍ୟତରେ ଗାଳ୍ପିକଙ୍କ ବ୍ୟଙ୍ଗ ଗଳ୍ପକୁ ନେଇ ଅନ୍ୟ ଏକ ସଂକଳନ ଷ୍ଟୋରିମିରର୍ ମାଧ୍ୟମରେ ପ୍ରକାଶିତ ହେବାକୁ ଯାଉଛି। ଆମ୍ଭ ଦୃଢ ଆଶା ଓ ବିଶ୍ୱାସ ଏହି ବ୍ୟଙ୍ଗ ସଂକଳନ ପାଠକଙ୍କ ମନରେ ଆନନ୍ଦ ସଂଚାର କରାଇ ପାରିବା ସହ ସମସ୍ତଙ୍କ ମନରେ ଧାରେ ନିରୁତା ହସ ଫୁଟେଇବାରେ ସମର୍ଥ ହେବ।
Author: Arabinda Rath |
Publisher: Storymirror Infotech Pvt Ltd |
Publication Date: May 22, 2022 |
Number of Pages: 116 pages |
Binding: Paperback or Softback |
ISBN-10: 9392661584 |
ISBN-13: 9789392661587 |