Skip to main content

StoryMirror Infotech Pvt Ltd

କଳିକା

No reviews yet
Product Code: 9789395374439
ISBN13: 9789395374439
Condition: New
$10.89

କଳିକା

$10.89
 

About The Book:

ସୁଚିସ୍ମିତା ଶତପଥୀଙ୍କ ଲିଖିତ ୨୩ଟି ନିର୍ବାଚିତ ରୋମାଞ୍ଚକର ଗଳ୍ପକୁ ନେଇ 'କଳିକା' ଶୀର୍ଷକ ଏହି ଗଳ୍ପ ସଂକଳନର ପରିକଳ୍ପନା । ଏହା ତାଙ୍କ ଗଳ୍ପ ମାନସର ପ୍ରଥମ ପରିପ୍ରକାଶ । ସୁଖରେ ବିହ୍ୱଳିତ ନହେବା, ଦୁଃଖରେ ବିଚଳିତ ନହେବା ହିଁ ସଫଳ ଜୀବନ ଯାତ୍ରାର ଲକ୍ଷଣ, ଯାହାକି ସୁଚିସ୍ମିତା ଶତପଥୀଙ୍କ କ୍ଷେତ୍ରରେ ସ୍ପଷ୍ଟ ପ୍ରତୀୟମାନ । ଦୁଃଖକୁ ନିଜର କରି ସୁଖକୁ ସ୍ୱାଗତ କଲେ ସୁଖ ଦୁଃଖରେ ସମୋଚିତ୍ତ ରହି ଜୀବନ ବିତାଇଲେ ହିଁ ମଣିଷ ଯେ ମଣିଷ ପରି ବଞ୍ଚିପାରିବ, ଏହା ଅନ୍ୟଥା ନୁହେଁ। ଗାଳ୍ପିକାଙ୍କ ଜୀବନବାଦୀ ଦୃଷ୍ଟିକୋଣ ହିଁ ତାଙ୍କ ଗଳ୍ପର ମୁଖ୍ୟ ବଳୟ ଓ ଗଳ୍ପ ସଂକଳନର ଅନ୍ତଃସ୍ରୋତ ଏହା ନିର୍ଦ୍ଵନ୍ଦ୍ୱରେ କୁହାଯାଇପାରେ । ଆମର ଆଶା ଓ ବିଶ୍ୱାସ ଏହି ଗଳ୍ପ ସଂକଳନଟି ସୁଧୀ ବିଜ୍ଞ ପାଠକ ବର୍ଗଙ୍କ ସ୍ୱୀକୃତି ଓ ଆଦୃତି ଲାଭ କରିବ।




Author: Suchismita Shatapathy
Publisher: Storymirror Infotech Pvt Ltd
Publication Date: Sep 14, 2022
Number of Pages: 110 pages
Binding: Paperback or Softback
ISBN-10: 9395374438
ISBN-13: 9789395374439
 

Customer Reviews

This product hasn't received any reviews yet. Be the first to review this product!

Faster Shipping

Delivery in 3-8 days

Easy Returns

14 days returns

Discount upto 30%

Monthly discount on books

Outstanding Customer Service

Support 24 hours a day